ଦୁର୍ଦ୍ଦର୍ଶ Durddarṡa

  • ସଂ. ବିଣ. (ଦୁର୍+ଦୃଶ୍ ଧାତୁ+କର୍ମ. ଅ) — ଯାହାକୁ ସହଜରେ ଚାହିଁ ହୁଏ ନାହିଁ (ଯଥା. ସୂର୍ଯ୍ୟ) — Difficult to be looked at
  • ସଂ. ବିଣ. (ଦୁର୍+ଦୃଶ୍ ଧାତୁ+କର୍ମ. ଅ) — ଭୟଙ୍କର ରୂପବିଶିଷ୍ଟ — Frightful to look at