ଦୁର୍ଦ୍ଦମ Durddama
- ସଂ. ବିଣ. ପୁଂ. (ଦୁର୍+ଦମ୍ ଧାତୁ କର୍ମ+ଅ) — ଅସାଧ୍ୟ — Hard to control
- ସଂ. ବିଣ. ପୁଂ. (ଦୁର୍+ଦମ୍ ଧାତୁ କର୍ମ+ଅ) — ଦୁରନ୍ତ — Irresistible
- ସଂ. ବିଣ. ପୁଂ. (ଦୁର୍+ଦମ୍ ଧାତୁ କର୍ମ+ଅ) — ଯାହାକୁ ସହଜରେ ଦମନ ବା ବଶୀଭୂତ କରା ଯାଇ ନ ପାରେ — Inplacable; indomitable; invincible
- ସଂ. ବିଣ. ପୁଂ. (ଦୁର୍+ଦମ୍ ଧାତୁ କର୍ମ+ଅ) — ଅଶାସ୍ୟ; ଦୁଃଶାସନ — Untameable; uncontrollable; hard to control
- ସଂ. ବିଣ. ପୁଂ. (ଦୁର୍+ଦମ୍ ଧାତୁ କର୍ମ+ଅ) — ଅସଂଯତ — Unbridled
- ସଂ. ବି (+ଭାବ. ଅ) — କଷ୍ଟରେ ଦମନ କରିବା — Taming with great difficulty
- ସଂ. ବି (+ଭାବ. ଅ) — ରୋହିଣୀଗର୍ଭ ଜାତ ବସୁଦେବଙ୍କର ପୁତ୍ରବିଶେଷ — Name of a son of Basudeba