ଦୁର୍ଦ୍ଦଣ୍ଡ Durddaṇṇa

  • ବିଣ. (ଦୁର୍+ଦଣ୍ଡ ଧାତୁ+କର୍ମ. ଅ) — ଦୁର୍ଦ୍ଧର୍ଷ — Unassailable; hard to subdue
  • ବିଣ. (ଦୁର୍+ଦଣ୍ଡ ଧାତୁ+କର୍ମ. ଅ) — ଅବାଧ୍ୟ — Unruly
  • ବିଣ. (ଦୁର୍+ଦଣ୍ଡ ଧାତୁ+କର୍ମ. ଅ) — ଏ ଋତୁରେ ଦୁର୍ଦ୍ଦଣ୍ଡ କୁସୁମ କାଣ୍ଡେ ଭୟ, କରି ନବ ପୁଷ୍ପବତୀ ହୋଇଛି ଅଥୟ। ଗୋଲୋକ—ଇନ୍ଦୁରେଖା।