ଦୁର୍ଜ୍ଜୀବ Durjjība

  • ସଂ. ବିଣ. (ଦୁର୍+ଜୀବ ବା ଜୀବନୋପାୟ ଯାହାର; ବହୁବ୍ରୀହି) — ପରାନ୍ନ ଭୋଜନାଦି ଦ୍ୱାରା ଯାହାର ଜୀବିକା ନିର୍ବାହିତ ହିଏ — A person who lives on the bounty of or food given by others
  • ସଂ. ବି. — ନିନ୍ଦିତ ଜୀବନ — Blameworthy life
  • ସଂ. ବି. — ମନ୍ଦ ଜୀବ — Evil animal