ଦୁର୍ଗ୍ରହ Durgraha

  • ସଂ. ବି — (କର୍ମଧା; ଦୁର୍=ମନ୍ଦ+ଗ୍ରହ)— କୁଗ୍ରହ; ମନ୍ଦଗ୍ରହ — Evil stars
  • ସଂ. ବି — (ଦୁର୍+ଗ୍ରହ୍ ଧାତୁ+କର୍ମ ଅ) ଅପାମାର୍ଗ (ଦେଖ) — Apāmārga (See)
  • ବିଣ. (ଦୁର୍+ଗ୍ରହ୍ ଧାତୁ+କର୍ମ ଅ) — ଯାହା ଅତି କଷ୍ଟରେ ଗ୍ରହଣ କରାଯାଇ ପାରେ — Not easy to be seized; which can be taken with difficulty
  • ବିଣ. (ଦୁର୍+ଗ୍ରହ୍ ଧାତୁ+କର୍ମ ଅ) — ଦୁର୍ଜ୍ଞେୟ; ଦୁର୍ବୋଧ୍ୟ — Difficult to understand; incomprehensible
  • ବିଣ. (ଦୁର୍+ଗ୍ରହ୍ ଧାତୁ+କର୍ମ ଅ) — ଦୁରଧିଗମ୍ୟ — Difficult of attainment