ଦୁର୍ଗେଶ ନନ୍ଦିନୀ Durgeṡa nandinī

  • ଦେ. ବି — ବଙ୍କିମଚନ୍ଦ୍ରଙ୍କ କୃତ ବଙ୍ଗଳା ଉପନ୍ୟାସର ନାୟିକା — Name of the heroine in one of the Bankim babu's Bengalee novels
  • ଦେ. ବି — [ଦ୍ର—ଏହା ଇଂରାଜ କବି ସାର୍ ୱାଲ୍ଟର୍ସ୍କଟଙ୍କ ଲେଡ଼ୀ ଅଫ୍ ଦି ଲେକ୍ — (sir walter Scott's Lady of the Lake)ର ଛାୟାରେ ରଚିତ]