ଦୁର୍ଗୁଣିଆ Durguṇiā
- ଦେ. ବିଣ. ପୁଂ ଓ ସ୍ତ୍ରୀ — ମନ୍ଦଗୁଣଯୁକ୍ତ — Having bad qualities
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଯେଉଁ ଲୋକ ସାମାନ୍ୟ କଥାରେ ଅଭିମାନ କରେ; ଅବିଗୁଣିଆ — Prone to take offence at slight things
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଯେ ଭଲ କଥାକୁ ମନ୍ଦ ବୁଝେ — Prone to misunderstand things
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଯାହା ଅନିଷ୍ଟ ଘଟାଏ; ଅନିଷ୍ଟକର — Injurious
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଯାହାକୁ ଦୁଇଗୁଣ କରା ଯାଇଛି — Doubled