ଦୁର୍ଗନ୍ଧମୟ Durgandhamaya

  • ସଂ. ବିଣ (ଦୁର୍ଗନ୍ଧ+ଯୁକ୍ତାର୍ଥେ ମୟ) — ମନ୍ଦଗନ୍ଧଯୁକ୍ତ; ଯାହା ଗନ୍ଧାଏ — Bad smelling; of offensive odour
  • ସଂ. ବିଣ (ଦୁର୍ଗନ୍ଧ+ଯୁକ୍ତାର୍ଥେ ମୟ) — ପୂତିଗନ୍ଧଯୁକ୍ତ — Foetid; stinking