ଦୁର୍ଗତି ନାଶନ Durgati nāṡana

  • ସଂ. ବିଣ. (ଦୁର୍ଗତି=ଦୁଃଖ+ନାଶନ=ନାଶକାରୀ) — ଯେ ଦୁର୍ଗତି ବା ପାପକୁ ନାଶକରେ — saviour; one who eradicate sin
  • ସଂ. ବିଣ. (ଦୁର୍ଗତି=ଦୁଃଖ+ନାଶନ=ନାଶକାରୀ) — ଯେ ଦୁର୍ଦ୍ଦଶା ଲୋପ କରେ — One who destroys adversity
  • ସଂ. ବିଣ. (ଦୁର୍ଗତି=ଦୁଃଖ+ନାଶନ=ନାଶକାରୀ) — ଯେ ଦୁର୍ଦ୍ଦଶାକୁ ନିବାରଣ କରେ — Preventing evil
  • ସଂ. ବି — ଦୁର୍ଗତିର ବିନାଶ କରଣ — Eradication of one's miseries