ଦୁରୂହରେ Durūhare

  • ଦେ. କ୍ରି. ବିଣ — ଅତି ଦୁଃଖରେ — With great grief or pain; sorrowfully
  • ଦେ. କ୍ରି. ବିଣ — ଦୁର୍ବଳ ସାଳସ ଦେଖି ଚାଲି; ଦୁରୂହରେ କିଛି ପଚାରିଲି। କବିସୂର୍ଯ୍ୟ. କିଶୋରୀଚମ୍ପୁ ତ ଗୀତ।