ଦୁରୁପସଦ Durupasada
- ସଂ. ବିଣ. (ଦୁର୍+ଉପ=ସମୀପ+ସଦ୍ ଧାତୁ=ଗମନ କରିବା+କର୍ମ. ଅ) — ଦୁର୍ଗମ — Inpassable
- ସଂ. ବିଣ. (ଦୁର୍+ଉପ=ସମୀପ+ସଦ୍ ଧାତୁ=ଗମନ କରିବା+କର୍ମ. ଅ) — ଦୁଷ୍ପ୍ରାପ୍ୟ — Available with difficulty
- ସଂ. ବିଣ. (ଦୁର୍+ଉପ=ସମୀପ+ସଦ୍ ଧାତୁ=ଗମନ କରିବା+କର୍ମ. ଅ) — ଦୁଃସହ — Unbearable