ଦୁରୁଦ୍ବହ Durudbaha

  • ସଂ. ବିଣ. (ଦୁର୍+ଉତ୍+ବହ ଧାତୁ+କର୍ମ. ଅ) — ଯାହା ବହନ କରିବା କଷ୍ଟକର — Difficult to carry or sustain
  • ସଂ. ବିଣ. (ଦୁର୍+ଉତ୍+ବହ ଧାତୁ+କର୍ମ. ଅ) — ଦୁଃସହ; ଅସହ୍ୟ — Unbearable