ଦୁରୁଦାହର Durudāhara

  • ସଂ. ବିଣ. (ଦୁର୍+ଉଦାହର=ଉଦାହରଣ=ବହୁବ୍ରୀହି) — ଯାହାର ଉଦାହରଣ ଦେବା କଠିନ — Of which it is difficult to give instance or example
  • ସଂ. ବିଣ. (ଦୁର୍+ଉଦାହର=ଉଦାହରଣ=ବହୁବ୍ରୀହି) — ଦୁରୁଚ୍ଚାର (ଦେଖ) — Duruchchāra (See)