ଦୁରୁତ୍ତର Duruttara
- ସଂ. ବି. (ଦୁର୍+ଉତ୍ତର) — ଅସତ୍ ଉତ୍ତର — Bad answer
- ସଂ. ବି. (ଦୁର୍+ଉତ୍ତର) — ଅନୁପଯୁକ୍ତ ଉତ୍ତର — Improper or unsuitable reply
- ବିଣ—(ଦୁର୍+ଉତ୍+ତୃ ଧାତୁ+ଅ) — ଯାହା ପାର ହେବା କଠିନ; ଦୁସ୍ତର — Insurmountable; difficult to pass over
- ବିଣ—(ଦୁର୍+ଉତ୍+ତୃ ଧାତୁ+ଅ) — (ଦୁର୍+ଉତ୍ତର) ଯାହାର ଉତ୍ତର ଦେବା କଠିନ — Difficult to answer