ଦୁରୀଷଣା Durīshaṇā

  • ସଂ. ବି. (ଦୁର୍+ଈଷଣା) — ଅଭିସମ୍ପାତ; ଅଭିଶାପ— ଶାପ — Curse; imprecation
  • ସଂ. ବି. (ଦୁର୍+ଈଷଣା) — ଅହିତ କାମନା — Wish to harm others