ଦୁରିଷ୍ଟ Durishṭa

  • ସଂ. ବି. (ଦୁର+ଇଷ୍ଟ=ଯଜ୍ଞ) — କୁତ୍ସିତ ଯଜ୍ଞ; ଅଭି— ଚାରାର୍ଥ ଯାଗ — Rituals performed for injuring others
  • ସଂ. ବି. (ଦୁର+ଇଷ୍ଟ=ଯଜ୍ଞ) — ଦୁରିତ; ପାପ — Sin