ଦୁରାରୁହ Durāruha

  • ସଂ. ବିଣ. (ବହୁବ୍ରୀହି; ଦୁର୍=କଷ୍ଟରେ+ଆ+ରୁହ୍ ଧାତୁ+ଅ) — ଯାହା ଉପରେ ସହଜରେ ଚଢ଼ି ହୁଏ ନାହିଁ — Which can be climbed or ridden with great difficulty
  • ସଂ. ବି — ନଡ଼ିଆଗଛ (ହି. ଶବ୍ଦସାଗର) — Cocoanut tree
  • ସଂ. ବି — ବେଲ ଗଛ (ହି. ଶବ୍ଦସାଗର) — The Bel tree; Aegle Marmelos