ଦୁରାରାଧ୍ୟ Durārādhya
- ସଂ. ବିଣ. ପୁଂ (ଦୁର୍+ଆରାଧ୍ୟ) — ଯାହାକୁ ଆରାଧନା କରି ସନ୍ତୁଷ୍ଟ କରିବା ସହଜ ନୁହେଁ — Who cannot be easily satisfied with worship
- ସଂ. ବି. ପୁଂ — ବିଷ୍ଣୁ — A name of Bishṇu
- ସଂ. ବି. ପୁଂ — [ଦ୍ର—ଶିବଙ୍କୁ ଆରାଧନ କରି ସହଜରେ ସନ୍ତୁଷ୍ଟ କରାଯାଇ ପାରେ ବୋଲି ତାଙ୍କ ନାମ ଆଶୁତୋଷ।]