ଦୁରାନ୍ତର Durāntara
- ଦେ. ବି—(ସଂ. ଦୂର) — ଦୂରତା; ଦୁରତ୍ୱ — Distance
- ଦେ. ବି—(ସଂ. ଦୂର) — କେତେ ଦୁରାନ୍ତର ଛଡ଼ା ଛାଡ଼ିଅଛ ତହିଁ। ପ୍ରାଚୀ, ବ୍ରହ୍ମନିରୂପଣ ଗୀତ।
- ବିଣ — ଦୁରସ୍ଥିତ; ଦୂରରେ ଥିବା — Distant; situate at a distance
- ବିଣ — ଏତେ ବିଚାରି ବେନିଜନ, ଗଲେ ସେ ଦୁରାନ୍ତର ବନ। ପ୍ରାଚୀ. ନଳଚରିତ।