ଦୁରାନମ Durānama

  • ସଂ. ବିଣ (ଦୁର+ଆ+ନମ୍ ଧାତୁ+କର୍ମ ଅ) — ଯାହାକୁ ସହଜରେ ନୁଆଁ ଯାଇପାରେ ନାହିଁ — That which cannot be easily bent