ଦୁରାଧାର Durādhāra

  • ସଂ. ବିଣ (ଦୁର୍+ଆ+ଧୃ ଧାତୁ+କର୍ମ. ଅ) — ଦୁଶ୍ଚିନ୍ତନୀୟ — Difficult to comprehend
  • ସଂ. ବିଣ (ଦୁର୍+ଆ+ଧୃ ଧାତୁ+କର୍ମ. ଅ) — ଯାହାର ଧାରଣ କରିବା କଷ୍ଟକର — Difficult to hold
  • ସଂ. ବି — ମହାଦେବ — God Ṡiba