ଦୁରାଧର୍ଷ Durādharsha
- ସଂ. ବିଣ. ପୁଂ (ଦୁର୍+ଆ+ଧର୍ଷି. ଧାତୁ=ପ୍ରଗଲ୍ଭ ହେବା+ କର୍ମ. ଅ) — ଦୁର୍ଦ୍ଦମନୀୟ — Invincible; intractable; unruly; indominable
- ସଂ. ବିଣ. ପୁଂ (ଦୁର୍+ଆ+ଧର୍ଷି. ଧାତୁ=ପ୍ରଗଲ୍ଭ ହେବା+ କର୍ମ. ଅ) — ପ୍ରଚଣ୍ଡ — Fierce
- ବି. — ଧଳା ସୋରିଷ — White mustard
- ବି. — ବିଷ୍ଣୁ — A name of Bishṇu