ଦୁରାତ୍ମା Durātmā
- ସଂ. ବିଣ (ବହୁବ୍ରୀହି; ଦୁର୍+ଆତ୍ମନ୍) — ପାପାତ୍ମା — Sinful; profligate; depraved; evil-minded
- ସଂ. ବିଣ (ବହୁବ୍ରୀହି; ଦୁର୍+ଆତ୍ମନ୍) — ନିଷ୍ଠୁର; ନିର୍ଦ୍ଦୟ — Cruel
- ସଂ. ବିଣ (ବହୁବ୍ରୀହି; ଦୁର୍+ଆତ୍ମନ୍) — ନୀଚମନା — Mean; base
- ସଂ. ବିଣ (ବହୁବ୍ରୀହି; ଦୁର୍+ଆତ୍ମନ୍) — ଦୁଷ୍ଟ; ଦୁର୍ବୃତ୍ତ — Wicked
- ସଂ. ବିଣ (ବହୁବ୍ରୀହି; ଦୁର୍+ଆତ୍ମନ୍) — ଅତ୍ୟାଚାରୀ — Oppressive; tyrannical