ଦୁରାଗ୍ରହ Durāgraha

  • ସଂ. ବି (କର୍ମଧା; ଦୁର୍+ଆଗ୍ରହ) — ଦୁଶ୍ଚେଷ୍ଟା — Evil endeavour
  • ସଂ. ବି (କର୍ମଧା; ଦୁର୍+ଆଗ୍ରହ) — ମନ୍ଦବିଷୟରେ ଅଭିନିବେଶ — Evil desire
  • ସଂ. ବିଣ. (ବହୁବ୍ରୀହି) — ମନ୍ଦ ବିଷୟରେ ଆଗ୍ରହଯୁକ୍ତ — Having evil desire