ଦୁରାକ୍ରମଣ Durākramaṇa

  • ସଂ. ବି. (କର୍ମଧା; ଦୁର୍+ଆକ୍ରମଣ) — ଅନ୍ଯାୟପୁର୍ବକ ଆକ୍ରମଣ — Unjust invasion
  • ସଂ. ବି. (କର୍ମଧା; ଦୁର୍+ଆକ୍ରମଣ) — ମନ୍ଦ ଅଭିପ୍ରାୟରେ ଆକ୍ରମଣ — Attack with a bad motive
  • ବିଣ. — ଦୁରାକ୍ରମ୍ଯ (ଦେଖ) — Durākramya (See)