ଦୁରାକାଂକ୍ଷୀ Durākāṅkshī
- ସଂ. ବି. ପୁଂ (ଦୁରାକାଂକ୍ଷା+ଇନ୍. 1 ମା. 1 ବ.) — ଯାହାର ଆକାଂକ୍ଷା ବା ବାସନାର ନିବୃତ୍ତି ନାହିଁ; ଦୁରାଶାଯୁକ୍ତ (ବ୍ଯକ୍ତି) — Ambitious
- ସଂ. ବି. ପୁଂ (ଦୁରାକାଂକ୍ଷା+ଇନ୍. 1 ମା. 1 ବ.) — ଦୁରଭିଳାଷୀ — Of evil desire
- ସଂ. ବି. ପୁଂ (ଦୁରାକାଂକ୍ଷା+ଇନ୍. 1 ମା. 1 ବ.) — ଅତି ଲୋଭୀ — Covetous