ଦୁରବସ୍ଥ Durabastha

  • ସଂ. ବିଣ. (ବହୁବ୍ରୀହି; ଦୁର+ଅବସ୍ଥା) — ଦୁର୍ଦ୍ଦଶାଗ୍ରସ୍ତ — Fallen in adversity
  • ସଂ. ବିଣ. (ବହୁବ୍ରୀହି; ଦୁର+ଅବସ୍ଥା) — ଅତି ଦରିଦ୍ର — Poverty stricken
  • ସଂ. ବିଣ. (ବହୁବ୍ରୀହି; ଦୁର+ଅବସ୍ଥା) — ଦୁରାବସ୍ଥାପନ୍ନ — Miserable; distressed