ଦୁରବସ୍ଥା Durabasthā

  • ସଂ. ବି.—(କର୍ମଧା; ଦୁର୍+ଅବସ୍ଥା) — ଦୁର୍ଭାଗ୍ୟ — Misfortune
  • ସଂ. ବି.—(କର୍ମଧା; ଦୁର୍+ଅବସ୍ଥା) — ମନ୍ଦ ଦଶା; ଦୁର୍ଦ୍ଦଶା; ଦୈନ୍ୟ — Adversity; misery
  • ସଂ. ବି.—(କର୍ମଧା; ଦୁର୍+ଅବସ୍ଥା) — ହୀନାବସ୍ଥା — Bad condition
  • ସଂ. ବି.—(କର୍ମଧା; ଦୁର୍+ଅବସ୍ଥା) — ଶୋଚନୀୟ ଅବସ୍ଥା — Sad or miserable plight