ଦୁରଧ୍ୟୟ Duradhyaya

  • ସଂ. ବିଣ. (ଦୁର+ଅଧ୍ୟୟ=ଅଧ୍ୟୟନ) — ଦୁଷ୍ପାଠ୍ୟ; ଯାହା ପାଠ କରିବାକୁ କଷ୍ଟକର — Difficult to read; illegible; difficult to be mastered
  • ସଂ. ବିଣ. (ଦୁର+ଅଧ୍ୟୟ=ଅଧ୍ୟୟନ) — ଯାହା ପାଇବାକୁ କଷ୍ଟକର — Difficult of attainment