ଦୁରଦୃଷ୍ଟ Duradṛushṭa

  • ସଂ. ବି. (କର୍ମଧା; ଦୁର୍+ଅଦୃଷ୍ଟ) — ମନ୍ଦଭାଗ୍ୟ — Bad luck; misfortune; hard fate; evil destiny
  • ସଂ. ବି. (କର୍ମଧା; ଦୁର୍+ଅଦୃଷ୍ଟ) — (ଦୁରଦୃଷ୍ଟତା—ବି)
  • ସଂ. ବି. (କର୍ମଧା; ଦୁର୍+ଅଦୃଷ୍ଟ) — ପାପ — Sin
  • ବିଣ. (ବହୁବ୍ରୀହି) ହତଭାଗ୍ୟ — Unfortunate; unlucky