ଦୁରନ୍ୱୟ Duranwaya
- ସଂ. ବି. (ଦୁର୍+ଅନ୍ୱୟ; କର୍ମଧା) — ଭୁଲ ନିର୍ଦ୍ଧାରଣ — A wrong conclusion
- ସଂ. ବି. (ଦୁର୍+ଅନ୍ୱୟ; କର୍ମଧା) — ବାକ୍ୟଦୋଷବିଶେଷ — A grammatical defect
- ସଂ. ବି. (ଦୁର୍+ଅନ୍ୱୟ; କର୍ମଧା) — [ଦ୍ର—ଯେଉଁ ବାକ୍ୟର ଅନ୍ୱୟ ଅର୍ଥାତ୍ କର୍ତ୍ତା କ୍ରିୟା ପ୍ରଭୃତିର ଅବସ୍ଥିତିର କ୍ରମଯୋଗୁଁ ଅର୍ଥାବଗତି କଷ୍ଟସାଧ୍ୟ ହୁଏ ସେଠାରେ ଦୁରନ୍ୱୟ ଦୋଷ ହୁଏ। ନିମ୍ନଲିଖିତ ପଦ୍ଯ ଦୁରନ୍ୱୟ ଦୋଷଯୁକ୍ତ ଅଟେ।]
- ସଂ. ବି. (ଦୁର୍+ଅନ୍ୱୟ; କର୍ମଧା) — ସ୍ୱପ୍ନ ସମ ନିଦ୍ରା ପାରାବାରେ କ୍ଷଣକେ ହୁଅଇ ଲୀନ ଗର୍ବଦମ୍ଭ ଅଭିମାନ ସଂସାରର ଆଡ଼ମ୍ବର ବୁଦ୍ବୁଦ୍ ଆକାରେ ସକଳ ଗ୍ରାସର କାଳମୁଖ ନିର୍ବିଚାରେ—ମଧୁସୂଦନ. ଜୀବନଚିନ୍ତା।
- ସଂ. ବିଣ — ଦୁର୍ଗମ୍ୟ — Difficult to pass along
- ସଂ. ବିଣ — ଦୁଷ୍ପ୍ରାପ୍ୟ — Difficult to be attained or understood
- ସଂ. ବିଣ — କାର୍ଯ୍ୟରେ ପରିଣତ ହେବାର କଷ୍ଟସାଧ୍ୟ — Hard to be carried out or followed