ଦୁରତିକ୍ରମ Duratikrama

  • ସଂ. ବିଣ. (ଦୁର୍+ଅତି+କ୍ରମ୍ ଧାତୁ+ଆ) — ଦୁର୍ଲଂଘ୍ୟ; ଯାହା ସହଜରେ ଲଘଂନ କରାଯାଇ ନ ପାରେ — Insurmountable; unconquerable; hard to get over or overcome
  • ସଂ. ବି — ବିଷ୍ଣୁଙ୍କର ଏକ ନାମ — A name of Bisḥṇu