ଦୁରକ୍ଷ Duraksha

  • ସଂ. ବି. (ଦୁର୍+ଅକ୍ଷ=ପଶା) — କପଟ ପଶା ଖେଳ — An unfairly played game of dice
  • ସଂ. ବି. (ଦୁର୍+ଅକ୍ଷ=ପଶା) — ଦୁଷ୍ଟଦ୍ୟୁତ — Dishonest gambling
  • ସଂ. ବି. (ଦୁର୍+ଅକ୍ଷ=ପଶା) — କୌଣସି ଓଜନଦିଆ ପଶା କାଠି — A loaded or false dice
  • ସଂ. ବିଣ — (ଦୁର୍+ଅକ୍ଷି) ଦୁଷ୍ଟ ନେତ୍ରଯୁକ୍ତ — Evil-eyed; weak-eyed