ଦୁରକୁଳି Durakuḻi

  • ଦେ. ବି — ବଡ଼ ଝାମ୍ପୁଡ଼ା ବନ୍ୟ ଗୁଳ୍ମବିଶେଷ — Erycibe Paniculate
  • ଦେ. ବି — [ଦ୍ର—ଏହାର ଅଗ ଚୂଳିଆ। ଏ ଗୁଳ୍ମ ଧଳା ଓ ହଳଦିଆ ଫୁଲ ଧରେ।]