ଦୁମ୍ଚି Dum-chi

  • ବୈଦେ. ବି. (ତୁର୍କୀ) — ଘୋଡ଼ାର ସାଜବିଶେଷ; ଯେଉଁ ଚର୍ମରଜ୍ଜୁ ଘୋଡ଼ାର ଲାଙ୍ଗୁଡ଼ ତଳ ବେଷ୍ଟନ କରି ଜିନ୍ର ପଛ ଆଡ଼କୁ ଟାଣି ଧରି ଜିନ୍ରେ ବନ୍ଧା ହୋଇ ଥାଏ — The throng which goes round the tail of a horse and is attached to the saddle; a crupper