ଦୁମୁଦୁମ୍ Dumudumu

  • ଦେ. (ଧ୍ୱନ୍ୟନୁକରଣ) ଅ — ଜୋର୍ରେ ଦଉଡ଼ିକରି ଚାଲିବାର, ଜୋର୍ରେ ବିଧା ମାରିବାର ଓ ଜୋର୍ରେ ବର୍ଷା ହେବାର ଶବ୍ଦ — Sound produced by running quickly, by dealing heavy fist-blows and while raining cats and dogs
  • ଦେ. (ଧ୍ୱନ୍ୟନୁକରଣ) ଅ — ଝିପି ଝିପି ମେଘ ବରଷି ଆସିଲା ଦେଖୁଁ ଦେଖୁଁ ଦୁମ୍ଦୁମ୍। ନନ୍ଦକିଶୋର. ନିର୍ଝରିଣୀ।