ଦୁମ୍ଗଜା Dum-gajā
- ଦେ. ବି — ଗୃହପାଳିତ ଶାରୀ ଓ ବଣି ଚଢ଼େଇଙ୍କ ଲାଞ୍ଜ ଉପରେ ଉଠିବା ବ୍ରଣ ରୋଗବିଶେଷ — A boil coming out at the end of the backbone of some domesticated myna birds
- ଦେ. ବି — [ଦ୍ର—ଏ ବ୍ରଣ ଉପରେ ଖଣ୍ଡ ହଳଦୀ ତତେଇ କରି ମାଡ଼ି ଦେଲେ ଏହା ଭଲ ହୋଇଯାଏ। ନଚେତ୍ ଏହି ବ୍ରଣ ଯୋଗୁଁ ଚଢ଼େଇ ମରିଯାଏ।]