ଦୁପ୍ଦାପ୍ Dup-dāp

  • ଦେ. (ଧ୍ୱନ୍ୟନୁକରଣ) ଅ — ଗୋଇଠି ଦ୍ୱାରା ଭୂମିରେ ଉତ୍ପନ୍ନ ଶବ୍ଦ — The sound of foot-steps while walking on the heels; the thud of walking foot-steps
  • ଦେ. (ଧ୍ୱନ୍ୟନୁକରଣ) ଅ — [ଦ୍ର—ଦୁପ୍ଦାପ୍ ଅପେକ୍ଷା ଦୁମ୍ଦାମ୍ ଓ ଦୁମ୍ଦୁମ୍ ଉଚ୍ଚତର ଶବ୍ଦ।]