ଦୁନ୍ଦୁଭି Dundubhi
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ନାଗରା; ଢୋଲ — 1. Drum; tomtom; kettle-drum
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — [ଦ୍ର—ହିନ୍ଦୁପୁରାଣ ମତରେ ଏହା ଦେବତାମାନେ ବ୍ଯବହାର କରନ୍ତି।]
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ବାଦନ କଲେ ସ୍ୱର୍ଗେ ଦେବତା ଦୁନ୍ଦୁଭି। —ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ଦୈତ୍ୟବିଶେଷ — Name of Titan
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ବାଳି ଦ୍ୱାରା ହତ ପରାକ୍ରମଶାଳୀ ରାକ୍ଷସବିଶେଷ — Name of a demon killed by Bāḻi
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ବାଦ ରଚିବ ବିଚାରି ଶୁଣିଲେ ଦୁନ୍ଦୁଭି—ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ବରୁଣ — Baruṇa the God of the ocean
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ବିଷ — Venom; poison
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ପଶା — Dice for playing
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ପଶା ଖେଳରେ ପଡ଼ିବା ଦାନ — The throws or points in the game of dice
- ସଂ. ବି. (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ) — ପାର୍ଷ୍ଣି — The rear of an army