ଦୁଧୁ ଭାତ Dudhu bhāta

  • ଦେ. ବି.—(ସଂ. ଦୁଗ୍ଧ+ଭକ୍ତ) — ଦୁଧ ମିଶ୍ରିତ ଅନ୍ନ; ଦୁଧଗୋଳିଆ ଭାତ — Boiled rice mixed with milk
  • ଦେ. ବି.—(ସଂ. ଦୁଗ୍ଧ+ଭକ୍ତ) — ବିରାଡ଼ି ଡାକେ ମିଆଉଁ ମିଆଉଁ; ଦୁଧଭାତ କରି ଗୁଣ୍ଡାଏ ଖାଉଁ। ଶିଶୁଗୀତ।
  • ଦେ. ବି.—(ସଂ. ଦୁଗ୍ଧ+ଭକ୍ତ) — ଶିଶୁମାନଙ୍କର ସୁଖାଦ୍ୟ ଅନ୍ନ — Relished food for children
  • ଦେ. ବି.—(ସଂ. ଦୁଗ୍ଧ+ଭକ୍ତ) — ପଢ଼ିଲେ ଖାଇବୁ ଦୁଧଭାତ; ନ ପଢ଼ିଲେ ଠେଙ୍ଗା ବେତ। ଶିଶୁଗୀତ।
  • ଦେ. ବି.—(ସଂ. ଦୁଗ୍ଧ+ଭକ୍ତ) — [ଦ୍ର—ଦୁଧ ସଙ୍ଗେ ଭାତ ଗୋଳାଇଲେ ସେ ଭାତକୁ ପିଲାମାନେ ଆନନ୍ଦରେ ଖାଆନ୍ତି। ଏଥିପାଇଁ ପିଲାଙ୍କୁ 'ଦୁଧଭାତ' ଦେବାର ଅର୍ଥ ସୁଖାଦ୍ୟ ଭୋଜନ ବା ଉତ୍ତମାନ୍ନ ଦେବା।]
  • ଦେ. ବି.—(ସଂ. ଦୁଗ୍ଧ+ଭକ୍ତ) — ସୁଖାଦ୍ୟ ଭୋଜନ; ବଡ଼ଲୋକଙ୍କ ଭୋଜ୍ୟ ବସ୍ତୁ — Rich food; dainty meal