ଦୁଧୁ ଖଡ଼ି Dudhu khaṟḍ̠i
- ଦେ. ବି. (ସଂ. ଦୁଗ୍ଧ ଓ ଖଟୀ) — ଏକପ୍ରକାର ଧଳା ପଥର; ଫୁଲଖଡ଼ି — A kind of white stone harder than chalk
- ଦେ. ବି. (ସଂ. ଦୁଗ୍ଧ ଓ ଖଟୀ) — [ଦ୍ର—ଏହା ଚକ୍ ଖଡ଼ି ଅପେକ୍ଷା ଟାଣ। ଏଥିରେ ଶିଶୁମାନେ ପାଠ ଲେଖନ୍ତି ଓ ମୁରୁଜ ତିଆରି ହୁଏ। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ସ୍ନିଗ୍ଧ, ଉଷ୍ଣ, ରୁଚିକର ଓ ଜ୍ୱର, ପିତ୍ତ, ହୃଦ୍ରୋଗ, କାଶ, ଶୂଳ ଓ ଆଧ୍ମାନନାଶକ।]