ଦୁଧିଆ ବୋଡ଼ା Dudhiā boṟḍ̠ā

  • ପ୍ରାଦେ. (ଗଡ଼ଜାତ) ବି — ଏକ ପ୍ରକାର ଜଙ୍ଗଲ ବୋଡ଼ା ସାପ — A species of wild viper
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏମାନେ 1।1 ୳ ହାତ ଲମ୍ବ ହୁଅନ୍ତି, ଘୋର ଜଙ୍ଗଲରେ ବାସ କରନ୍ତି ଓ ଡେଇଁ ଡେଇଁ ଗତି କରନ୍ତି। ଜଙ୍ଗଲରେ ବାସ କରୁଥିବା କନ୍ଧ ପ୍ରଭୃତି ଜାତିର ସ୍ତ୍ରୀମାନେ ପିଲାମାନଙ୍କୁ ଦୁଧ ଦେଉ— ଥିବା ସମୟରେ ଏମାନେ ପିଲାର ମୁହଁକୁ ଆଡ଼େଇ ଦେଇ ମାତୃସ୍ତନରୁ ଦୁଧ ଚୁଚୁମିକରି ପିଇ ଯାଆନ୍ତି; ମାଆ ତାହା ଜାଣି ପାରେ ନାହିଁ। ଯେଉଁ ସ୍ତନରୁ ଏମାନେ ଦୁଧ ପିଅନ୍ତି ସେ ସ୍ତନ ନିଦା ହୋଇଯାଏ ଏବଂ ସେଥିରୁ ଆଉ ଦୁଧ ବାହାରେ ନାହିଁ ବୋଲି ପ୍ରବାଦ ଅଛି।] — [ଦ୍ର—ଏମାନେ11୳ ହାତ ଲମ୍ବ ହୁଅନ୍ତି, ଘୋର ଜଙ୍ଗଲରେ ବାସ କରନ୍ତି ଓ ଡେଇଁ ଡେଇଁ ଗତି କରନ୍ତି ଜଙ୍ଗଲରେ ବାସ କରୁଥିବା କନ୍ଧ ପ୍ରଭୃତି ଜାତିର ସ୍ତ୍ରୀମାନେ ପିଲାମାନଙ୍କୁ ଦୁଧ ଦେଉ— ଥିବା ସମୟରେ ଏମାନେ ପିଲାର ମୁହଁକୁ ଆଡ଼େଇ ଦେଇ ମାତୃସ୍ତନରୁ ଦୁଧ ଚୁଚୁମିକରି ପିଇ ଯାଆନ୍ତି; ମାଆ ତାହା ଜାଣି ପାରେ ନାହିଁ ଯେଉଁ ସ୍ତନରୁ ଏମାନେ ଦୁଧ ପିଅନ୍ତି ସେ ସ୍ତନ ନିଦା ହୋଇଯାଏ ଏବଂ ସେଥିରୁ ଆଉ ଦୁଧ ବାହାରେ ନାହିଁ ବୋଲି ପ୍ରବାଦ ଅଛି]