ଦୁଧ ଦୁହିଁବା Dudha duhiñbā

  • ଦେ. କ୍ରି.—(ସଂ.ଦୁଗ୍ଧ+ଦୁହ ଧାତୁ) — ଗାଈ ଆଦିର ପହ୍ନାରୁ ହସ୍ତଦ୍ୱାରା ଦୁଧ ବାହାର କରିବା — To milk a cow or other beast