ଦୁଧ ଦାନ୍ତ Dudha dānta
- ଦେ. ବି. (ସଂ. ଦୁଗ୍ଧ+ଦନ୍ତ) — ଶିଶୁମାନଙ୍କର ପ୍ରଥମେ ଉଠି ଥିବା ଦାନ୍ତ — Milk-teeth of infants
- ଦେ. ବି. (ସଂ. ଦୁଗ୍ଧ+ଦନ୍ତ) — [ଦ୍ର—ଏ ଦାନ୍ତମାନ 5।7 ବର୍ଷ ବୟସରେ ଝଡ଼ି ପଡ଼େ ଓ ତତ୍ପରେ ଯେଉଁ ଦାନ୍ତ ଉଠେ ତାହା ବୁଢ଼ାଦିନ ପର୍ଯ୍ୟନ୍ତ ରହେ।] — [ଦ୍ର—ଏ ଦାନ୍ତମାନ57ବର୍ଷ ବୟସରେ ଝଡ଼ି ପଡ଼େ ଓ ତତ୍ପରେ ଯେଉଁ ଦାନ୍ତ ଉଠେ ତାହା ବୁଢ଼ାଦିନ ପର୍ଯ୍ୟନ୍ତ ରହେ]