ଦୁଧ ଢୋକିବା Dudha ḍhokibā
- ଦେ. ବି. — ଧାନ କ୍ଷୀର ଢୋକିବା; ଧାନ କେଣ୍ଡାରୁ ବାହାରିବା ସମୟରେ ଧାନ ମଧ୍ୟରେ ପ୍ରଥମ ଦୁଧ ପରି ରସ ପୀର୍ଣ୍ଣ ହେବା ଅବସ୍ଥା — The condition of the grains or pods of paddy becoming filled with milky juice when they come out of the stem
- ଦେ. ବି. — [ଦ୍ର—ଏହି ରସ କ୍ରମେ ଗାଢ଼ତର ହୋଇ ଚାଉଳରେ ପରିଣତ ହୁଏ।]