ଦୁଧ ଛଡ଼େଇବା Dudha chhaṟḍ̠eibā

  • ଦେ. କ୍ରି — ସ୍ତନ୍ଯପାନ କରୁଥିବା ଶିଶୁର ମାତୃ— ସ୍ତନ୍ଯପାନ ଅଭ୍ୟାସ ବନ୍ଦ କରାଇବା — To wean a child