ଦୁତୀଅ Dutīa
- ଗ୍ରା. ବିଣ. (ସଂ. ଦ୍ୱିତୀୟ) — ଦ୍ୱିତୀୟ — Second
- ଗ୍ରା. ବିଣ. (ସଂ. ଦ୍ୱିତୀୟ) — ଦ୍ୱାଦଶ ପାବଚ୍ଛ ତଳେ ଦୁତୀଅ ପିଠରେ—ପ୍ରାଚୀ. ବ୍ରହ୍ମନିରୂପଣଗୀତା।
- ବି — ଶୂଦ୍ରା ବିଧବାର ଦ୍ୱିତୀୟ ବିବାହ; ଦ୍ୱିତୀୟ ବିବାହ — Widow marriage (Amongst the Ṡūdras)
- ବି — [ଦ୍ର—ଆମ ଦେଶରେ ଶୂଦ୍ର ଓ ନୀଚ କୂଳରେ ଏ ପ୍ରଥା ପ୍ରଚଳିତ ଅଛି।]