ଦୁଣ୍ଡୁକ Duṇḍuka

  • ସଂ. ବିଣ. (ଡ଼ୁଡ଼୍ ଧାତୁ=ମଗ୍ନ ହେବା+ଉକ) — କୁଟିଳନ୍ତଃକରଣ — Crooked; deceitful
  • ସଂ. ବିଣ. (ଡ଼ୁଡ଼୍ ଧାତୁ=ମଗ୍ନ ହେବା+ଉକ) — ଦଣ୍ଡିଲ; ଖଳ — mischief-monger