ଦୁଗ୍ଧ ଫେନ Dugdha phena

  • ସଂ. ବି. ( 6 ଷ୍ଠୀ ତତ୍; ଦୁଗ୍ଧ+ଫେନ) — ଦୁଧ ଉତୁରିଲେ ତହିଁରୁ ଯେଉଁ ଫେଣ ବାହାରେ — The froth of milk
  • ସଂ. ବି. ( 6 ଷ୍ଠୀ ତତ୍; ଦୁଗ୍ଧ+ଫେନ) — ଏକପ୍ରକାର ଗଛ; କ୍ଷୀରହିଣ୍ଡୀର ଗଛ (ହି. ଶବ୍ଦସାଗର) — A kind of tree