ଦୁଖେ ସୁଖେ Dukhe sukhe

  • ଦେ. ଅ — ଦୁଃଖାବସ୍ଥାରେ ଓ ସୁଖାବସ୍ଥାରେ — In weal and woe
  • ଦେ. ଅ — ସମ୍ପତ୍ତି ବା ବିପତ୍ତି କାଳରେ — In times of prosperity or danger
  • ଦେ. ଅ — ସମ୍ପତ୍ତି ଥିବା ଓ ନ ଥିବା ଅବସ୍ଥାରେ — In times of affluence and want